ସାଧାରଣ ନିର୍ବାଚନ ପାଇଁ ଚାଲିଛି ମତଦାନ । ଓଡ଼ିଶାରେ ସରକାର ଗଢିବାକୁ ସବୁ ରାଜନୈତିକ ଦଳର ନେତାମାନେ ଘନଘନ ଓଡିଶା ଆସି ପ୍ରଚାରକୁ ଜୋରସୋର କରିଛନ୍ତି । ଏହିକ୍ରମରେ ନିର୍ବାଚନୀ ପ୍ରଚାର କରିବା ପାଇଁ ଆସନ୍ତା ୨୬ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି । ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ଏନେଇ ୨୬ରେ ବାଲେଶ୍ୱରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ ରାହୁଲ। ଏହାପରେ ସେ ଜଗତସିଂହପୁରରେ ମଧ୍ୟ ସଭା କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here