ଦେଶରେ କୋଭିଡ ସ୍ଥିତିକୁ ଦେଖି ପରୀକ୍ଷା ଏବଂ ନାମଲେଖା ନେଇ ୟୁଜିସି ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ପହିଲାରୁ ପାଠପଢା ଆରମ୍ଭ କରିବାକୁ ଗାଇଡଲାଇନ୍ ହୋଇଛି । ଏ ସମ୍ପର୍କରେ ସବୁ ବିଶ୍ୱବିଦ୍ୟାଳୟ ଏବଂ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here