ଅକ୍ଟୋବର 16 ତାରିଖରୁ ହେବ ଓଡିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଓପିଏସସି ପକ୍ଷରୁ ଏହି ସୂଚନା ଦିଯାଇଛି । 16 ତାରିଖ ଦିନ ଦିନ ଦୁଇଟି ସିଟିଙ୍ଗରେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ପରୀକ୍ଷା ସକାଳ 10ଟାରୁ 12ଟା ଯାଏଁ ହେବ । ପ୍ରଥମ ସିଟିଂରେ ଜେନେରାଲ ଷ୍ଟଡିଜ୍ -1 ଥିବା ବେଳେ ଦ୍ବିତୀୟ ସିଟିଂ ଦିନ ସାଢେ ଗୋଟାଏରୁ ସାଢେ 3ଟା ଯାଏଁ ଜେନେରାଲ ଷ୍ଟଡିଜ୍ -2 ପରୀକ୍ଷା କରାଯିବ । ଭିନ୍ନକ୍ଷମମାନଙ୍କୁ 40 ମିନିଟ ଅଧିକ ସମୟ ଦିଆଯିବ । ପାଞ୍ଚି ଜୋନରେ ପ୍ରିଲିମ ପରୀକ୍ଷା କରାଯିବ ।

LEAVE A REPLY

Please enter your comment!
Please enter your name here