ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ନିଶାଶକ୍ତ ଅବସ୍ଥାରେ ପଡୋଶୀଙ୍କୁ ମାଡ ମାରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ । ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ବବି ମିଶ୍ରଙ୍କୁ ଅଟକ ରଖିଛି ପୋଲିସ । ତେବେ ବବିଙ୍କ ପଡୋଶୀ ଅଭିଯୋଗ କରିଛନ୍ତି ଯେ, ବବି ମଦ ନିଶାରେ ବନ୍ଧୁକ ଦେଖାଇ ପଡୋଶୀଙ୍କ ପତ୍ନୀଙ୍କୁ ବାହାହେବା ପାଇଁ ଜିଦ୍ ଧରୁଥିଲେ ବବି ମିଶ୍ର । ବବିଙ୍କ ସହ ତାଙ୍କ ସହଯୋଗୀମାନେ ମଧ୍ୟ ଉତ୍ପାତ କରୁଥିବା ଅଭିଯୋଗ କରିଛନ୍ତି ପଡୋଶୀ ।

LEAVE A REPLY

Please enter your comment!
Please enter your name here