ପୁଣି ଆଉ ଏକ ଦୁଷ୍କର୍ମ କାରୀ ପ୍ରତି କଠୋର ହେଲେ ମାନ୍ୟବର କୋର୍ଟ | ଶୁଣାଇଲେ ରାୟ | ଦୁଷ୍କର୍ମ ମାମଲାରେ ଦୋଷୀକୁ 10 ବର୍ଷ ଜେଲ ଦଣ୍ଡାଦେଶ ଦେଲେ | ଅଭିଯୁକ୍ତ ହିକକ୍କା ମିନା | ସ୍ୱତନ୍ତ୍ର ପୋକ୍ସ କୋର୍ଟ ତାଙ୍କ ବିରୋଧରେ ଏହି ରାୟ ଦେଇଛନ୍ତି | 2017 ଅକ୍ଟୋବର 23 ତାରିଖ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଂଚଳରେ ଘଟିଥିଲା ଏହି ଲଜ୍ୟା ଜନକ ଘଟଣା |

LEAVE A REPLY

Please enter your comment!
Please enter your name here