ଆକାଶ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ପଞ୍ଚମ ମାମଲାରେ ହାଇକୋର୍ଟଙ୍କ ଜାମିନ ପ୍ରଦାନ । ଜାମିନ ପ୍ରଦାନ କଲେ ଜଷ୍ଟିସ୍ ଦେବବ୍ରତ ଦାଶ । ଭିଜିଲାନ୍ସ, ସ୍କାଏକିଙ୍ଗ, ଗୋଳନ୍ଥରାର ୨ଟି ମାମଲାରେ ମିଳିଛି ଜାମିନ । ଆଜି ବୈଦ୍ୟନାଥପୁର ମାମଲାରେ ମିଳିଛି ଜାମିନ । ପୂର୍ବରୁ ୪ଟି ମାମଲାରେ ଜାମିନ୍ ମିଳି ସାରିଛି ।

LEAVE A REPLY

Please enter your comment!
Please enter your name here