ବଙ୍ଗୋପସାଗରରେ ଘନିଭୂତ ହେଉଥିବା ଘୂର୍ଣ୍ଣିଝଡ ଫଳରେ ଆସନ୍ତା 72 ଘଣ୍ଟା ମଧ୍ୟରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି. ପାଣିପାଗ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ, ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଚେନ୍ନାଇ ଆଡକୁ ଗତି କରିବ. ଫଳରେ ଅକ୍ଟୋବର 28 ତାରିଖରେ  ଚେନ୍ନାଇ ଓ ଏହାର ଆଖପାଖ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହେବ. ଯାହାଫଳରେ ଓଡିଶାର କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ତିନିଦିନ ଧରି ବର୍ଷା ଲାଗିରହିବ.

 

LEAVE A REPLY

Please enter your comment!
Please enter your name here