କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ନେତା ବିଷ୍ଣୁ ସେଠୀ । ବର୍ତ୍ତମାନ ବିଷ୍ଣୁଙ୍କୁ ପ୍ରାଇଭେଟ କ୍ୟାବିନରେ ରଖାଯାଇଛି । ତାଙ୍କର ସମସ୍ତ ପ୍ରକାର ଟେଷ୍ଟିଂ କରାଯିବ । ସ୍ୱତନ୍ତ୍ର କମିଟି ଗଠନ କରି ତାଙ୍କର ଚିକିତ୍ସା କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଅଛି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହିବେ ବୋଲି ଡାକ୍ତର କହିଛନ୍ତି ।

LEAVE A REPLY

Please enter your comment!
Please enter your name here