ସୁବର୍ଣ୍ଣପୁର ଏସପି ଦେବୀପ୍ରସାଦ ଦାଶଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ । ସମ୍ବଲପୁର- ସୋନପୁର ରାସ୍ତାର ସିଣ୍ଢୋଲ ଢାବା ଠାରେ ଏହି ଦୁର୍ଘଟଣା ଘଟିଛି । ଏସପି ସୋନପୁର ଆସୁଥିବା ବେଳେ ଭାରସାମ୍ୟ ହରାଇ ଏସପିଙ୍କ ଗାଡ଼ି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଫଳରେ ଦୁର୍ଘଟଣାରେ ଏସପି ଆହତ ହୋଇଥିବା ଜଣାପଡ଼ିଛି । ଏସପିଙ୍କ ସମେତ ଗାଡ଼ି ଡ୍ରାଇଭର ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here