କଟକରେ ବଡ ଧରଣର ଡକାୟତି । ଆଇଆଇଏଫଏଲ ବ୍ୟାଙ୍କରୁ ୧୨ କୋଟିର ଡକାୟତି । ନୟାସଡକରେ ଥିବା ବ୍ୟାଙ୍କରୁ ଏହି ଡକାୟତି ହୋଇଛି । ୪ ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଥିବା ସୂଚନା ମିଳିଛି । ତେବେ କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି । କେତେ ପରିମାଣର ସୁନା ଏବଂ ଟଙ୍କା ଚୋରୀ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here