କାଲିଠାରୁ ଖୋଲିବ ଇଂଜିନିୟରିଂ କଲେଜ । କେଳବ ଇଂଜିନିୟରିଂ କଲେଜ ନୁହେଁ ଆଇଟିଆଇ , ପଲିଟେକନିକ କଲେଜ ମଧ୍ୟ ଖୋଲାଯିବ । ସମସ୍ତ ପ୍ରଫେସନାଲ କୋର୍ସ କଲେଜ ମଧ୍ୟ କାଲିଠୁ ଖୋଲୁଛି । କାଲିଠୁ କଲେଜ୍ ଖୋଲିଲେ ବି ୧୭ରୁ ଆରମ୍ଭ ହେବ କ୍ଲାସ । ଦକ୍ଷତା ବିଭାଗ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here