ଚାଷୀ ଆନ୍ଦୋଳନ ନେଇ କୃଷକ ନେତା ଅକ୍ଷୟ କୁମାରଙ୍କ ସୂଚନା । ଚାଷୀଙ୍କ ଦାବି ନେଇ କାଲି କେନ୍ଦ୍ର ସରକାରଙ୍କ ସହ ବୈଠକ ଅଛି । ସରକାର ଯଦି ଦାବି ନମାନନ୍ତି ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯିବ । ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଚାଷୀଙ୍କୁ ଆହ୍ୱାନ ଦେଲେ ଅକ୍ଷୟ ।

LEAVE A REPLY

Please enter your comment!
Please enter your name here