କରୋନା କଟକଣା ଭିତରେ ଖୋଲିବାରେ ଲାଗିଛି ଧର୍ମାନୁଷ୍ଠାନ । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳରେ ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଦ୍ୱାର ଆଜି ଖୋଲିଛି । ସରକାରଙ୍କ ଏସଓପି ମାନି ମା’ଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ବହୁ ଦିନ ପରେ ଚଳଚଞ୍ଚଳ ହୋଇପଡିଥିଲା ମା’ଙ୍କ ପୀଠ । ଦୀର୍ଘଦିନ ପରେ ମନ୍ଦିର ଖୋଲିଥିବାରୁ ଭକ୍ତ , ପୂଜକ ଓ ସେବାୟତମାନେ ଖୁସି ଜାହିର କରିଛନ୍ତି ।

LEAVE A REPLY

Please enter your comment!
Please enter your name here