ସମ୍ଭାବ୍ୟ ବାତ୍ୟା ଫନିକୁ ନେଇ ପୁରୀ ବେଳାଭୂମିରେ ଆର୍ନ୍ତଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା କରିଛନ୍ତି । ଓଡିଶାକୁ ବିପଦ ମାଡି ଆସୁଥିବାବେଳେ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ସୁଦର୍ଶନ । ବାତ୍ୟା ଫନିକୁ ନେଇ ଭୟଭୀତ ନହେବା ପାଇଁ ସେ ବାର୍ତ୍ତା ଦେଇଛନ୍ତି । ବାତ୍ୟା ସମୟରେ ନିଜକୁ କେମିତି ସୁରକ୍ଷିତ ରଖାଯାଇପାରିବ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here