ଘରେ ଟ୍ୟୁସନ ଦେବା ନାଁ ରେ ଯୌନ ନିର୍ଯ୍ୟାତନା. ନୟାଗଡ ଜିଲ୍ଲାର ବିଜିପୁର ହାଇସ୍କୁଲର ଶିକ୍ଷକ ବିଶ୍ୱ ନାଥ ମୁଦୁଲି ଘଟାଇଛନ୍ତି ଏହି କାଣ୍ଡ .ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଘରେ ଟ୍ୟୁସନ ଦେବା ନାଁ ରେ ଦେଇଥିଲେ ଏହି ନିର୍ଯ୍ୟାତନା. ଘରେ କାହାକୁ ନ କହିବା ପାଇଁ ତାକୁ ଧମକାଇ ଥିଲେ ମଧ୍ୟ ଛାତ୍ରୀ ଜଣକ ଘରେ କହି ଦେଇଥିଲେ .ଏହା ପରେ ଗାଁ ରେ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା.ପଡୋଶୀ ଲୋକେ ଉତ୍ୟକ୍ତ ହୋଇ ବିଶ୍ୱନାଥ ଙ୍କୁ ଏକ ଇଲେକଟ୍ରୀ ଖୁଣ୍ଟ ରେ ବାନ୍ଧି ଦେଇ ନିସ୍ତୁକ ବାଡେଇଥିଲେ .ପୋଲିସ ଘଟଣା ସ୍ଥଳରେ ପହଁଚି ଶିକ୍ଷକ ବିଶ୍ୱନାଥ ଙ୍କୁ ଗିରଫ କରିଛି.

LEAVE A REPLY

Please enter your comment!
Please enter your name here