ଜମ୍ମୁ ଓ କାଶ୍ମୀର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ଅପରାହ୍ନରେ ଏକ ବଡ଼ଧରଣ ଆତଙ୍କୀ ଆକ୍ରମଣ ଘଟିଛି। ଏଥିରେ ସିଆରପିଏଫର ୧୨ ଜଣ ଯବାନ ସହିଦ ହୋଇଥିବା ବେଳେ ୪୦ରୁ ଉର୍ଦ୍ଧ୍ଵ ଯବାନ ଆହତ ହୋଇଛନ୍ତି। ଶ୍ରୀନଗର-ଜମ୍ମୁ ରାଜପଥରେ ସ୍ଥିତ ଅବନ୍ତିପୋରା ଇଲାକାରେ ଆତଙ୍କୀ ସିଆରପିଏଫର ଏକ ଗାଡି ଉପରେ ହମଲା କରିଛନ୍ତି ।

LEAVE A REPLY

Please enter your comment!
Please enter your name here