ଅନୁଭବଙ୍କୁ ତାଙ୍କ ଘର ଚାବି ଫେରାଇଦେଲେ ପତ୍ନୀ ବର୍ଷା । କଟକ ଏସଡିଜେଏମ କୋର୍ଟରେ ପହଁଞ୍ଚି ଚାବି ଫେରାଇଛନ୍ତି ବର୍ଷା । ସାଂସଦ ଅନୁଭବ ମହାନ୍ତିଙ୍କ ଘର ଚାବି ଫେରାଇବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ବର୍ଷା ଶାଶୂଘର ଛାଡିବା ପରେ ଚାବିକୁ ନିଜ ପାଖରେ ରଖିଥିଲେ । ଏହାକୁ ନେଇ କୋର୍ଟରେ ଅଭିଯୋଗ କରିଥିଲେ ଅନୁଭବ । ଫ୍ୟାମିଲି କୋର୍ଟରେ ଚାଲିଛି ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା ।

LEAVE A REPLY

Please enter your comment!
Please enter your name here