ଜିମ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଜିମ୍ ମାଲିକ ସଂଘ । ଏହାସହ କ୍ଷତିପୂରଣ ଦେବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ଅପିଲ କରିଛି ସଂଘ । ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାରେ ଜିମକୁ ସାମିଲ କରାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ବିଭିନ୍ନ ରୋଗରେ ଆକ୍ରାନ୍ତ ଅନେକ ରୋଗୀ ଜିମକୁ ଆସୁଛନ୍ତି । ଏଥିପାଇଁ ଜିମ୍ ଖୋଲାଯାଉ ବୋଲି କହିଛନ୍ତି ସଂଘ । ୧୫ ମାସ ଭିତରେ ୯ ମାସ ବନ୍ଦ ରହିଛି ଜିମ୍ । ଏହାଦ୍ୱାରା ଅନେକ କ୍ଷତି ସହିଛି ସଂଘ । ୫ ଲକ୍ଷରୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଚିଠିରେ ଅପିଲ କରାଯାଇଛି

LEAVE A REPLY

Please enter your comment!
Please enter your name here