ଆଜି ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର I ଦିନ ଦୁଇଟା ସୁଦ୍ଧା ତାପମାତ୍ରା 42 ଡିଗ୍ରୀ ଥିବା ବେଳେ ଭୁବନେଶ୍ୱର ତାପମାତ୍ରା 40.2 ଡିଗ୍ରୀ ରହିଛି I
ସମ୍ବଲପୁରରେ ତାପମାତ୍ରା 41.8 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି I
ଅନ୍ୟ ସହର ଗୁଡିକ ମଧ୍ୟରେ କେନ୍ଦୁଝର 38, ବାଲେଶ୍ୱର 36.4, ପୁରୀରେ 33.2 ଡିଗ୍ରୀ ରହିଛି I

LEAVE A REPLY

Please enter your comment!
Please enter your name here