ଦିନେ କଟକ ତାଳଦଣ୍ଡା କେନାଲକୁ ନାଳ, ନର୍ଦ୍ଦମା ସହ ତୁଳନା କରାଯାଉଥିଲା । ଏବେ କିନ୍ତୁ ସେହି ତାଳଦଣ୍ଡା କେନାଲ ପାଇବ ନୂଆ ରୂପ । ରାଜ୍ୟ ଏବଂ ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ଏବେ ଦିନରାତି ଏକ ସେଠାରେ କାମ ଜୋରସୋରରେ ଚାଲିଛି । ଖୁବ୍‌ଶୀଘ୍ର ଏଠାରେ ପର୍ଯ୍ୟଟକ ବୋଟିଂ ବ୍ୟବସ୍ଥା ପାଇପାରିବେ । ଆରମ୍ଭ ହେବାକୁ ଯାଉଛି ବୋଟିଂ ବ୍ୟବସ୍ଥା । ଅତ୍ୟାଧୁନିକ ଗ୍ୟାନ କøଶଳରେ ଏହି ଯୋଜନା ଆରମ୍ଭ ହେଉଛି । ଏଠାରେ ଏବେ ଦିନ ରାତି କାମ ଚାଲିଛି । ଆସନ୍ତା କିଛିମାସ ଭିତରେ ଏହି କାର୍ଯ୍ୟ ଶେଷ ହେବ । ଆଡଭେଞ୍ଜରସ ବୋଟିଂ ବ୍ୟବସ୍ଥା ହେବାକଥା ଶୁଣି ବେଶ୍ ଉତ୍ସାହିତ ଅଛନ୍ତି କଟକବାସୀ ।

LEAVE A REPLY

Please enter your comment!
Please enter your name here