କଟକରେ ଦୁର୍ଗାପୂଜା ଆୟୋଜନକୁ ନେଇ ଜିଲ୍ଲାପାଳଙ୍କ ସୂଚନା । ବିନା ଶ୍ରଦ୍ଧାଳୁରେ ମଣ୍ଡପରେ ଦୁର୍ଗାପୂଜା ଆୟୋଜନ ପାଇଁ ଅନୁମତି । ତେବେ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାର୍ବଜନୀନ ପୂଜାକୁ ଅନୁମତି ନାହିଁ । ଶ୍ରଦ୍ଧାଳୁଙ୍କ ବିନା ବିଭିନ୍ନ ମଣ୍ଡପରେ ପୂଜା ପାଇପାରିବେ ମା’ ଦୁର୍ଗା । ମନ୍ଦିରରେ ପୂଜା ଭଳି ମଣ୍ଡପରେ ବି ପୂଜା ପାଇପାରିବେ ମୃଣ୍ମୟୀ ପ୍ରତିମା । କଟକରେ ଦୁର୍ଗାପୂଜା ହୋଇପାରିବ ନାହିଁ ବୋଲି କାଲି ଜିଲ୍ଲାପାଳ କହିଥିଲେ ।

LEAVE A REPLY

Please enter your comment!
Please enter your name here