ଭୁବନେଶ୍ୱର ଜରିପାଟଣାରେ ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ । ମୃତକ ହେଉଛନ୍ତି ଜଗତସିଂହପୁରର ଲକ୍ଷ୍ମୀପ୍ରୀୟା ମହାନ୍ତି । ସେ ଜରିପାଟଣାର ପ୍ରଭାତ ପରିଡାଙ୍କୁ ଦୁଇ ମାସ ତଳେ ବିବାହ କରିଥିଲେ । ଗତକାଲି ରାତିରେ କୌଣସି ଏକ କାରଣକୁ ନେଇ ତଣ୍ଟି ଚିପି ହତ୍ୟା କରାଯାଇଥିବା ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here