ପଚିଶ ବର୍ଷ ପରେ ମହାପ୍ରଭୁ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହେବö ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଥିଲା ö ମାତ୍ର କରୋନା କଟକଣା ଆଳରେ ସରକାର କଟକଣା ଜାରି କରି ଦେଇଛନ୍ତି ö ଅନ୍ୟପକ୍ଷରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶର ନିଆରା ପ୍ରସ୍ତୁତି କରିଛନ୍ତି ପୁରୀର ଶାଶ୍ବତ ନନ୍ଦନ ସାହୁ ö 3635 ଖଣ୍ଡ ଦିଆସିଲ କାଠିରେ ସେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ତିଆରି କରିଛନ୍ତି ö ସୋସିଆଲ ମିଡିଆରେ ଶାଶ୍ବତଙ୍କ ଏହି କଳା ଉଚ୍ଚ ପ୍ରଶଂସିତ ହୋଇଛି ö

LEAVE A REPLY

Please enter your comment!
Please enter your name here