ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଖାରବେଳ ସ୍ୱାଇଁ ମଙ୍ଗଳବାର କନ୍ଧମାଳ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଂଗ୍ରେସରୁ  ମନୋଜ ଆଚାର୍ୟ୍ୟ ନାମାଙ୍କନ ଦାଖଲ କରିଛନ୍ତି। ସୋମବାର ବିଜେଡିରୁ ଅଚୁ୍ୟତ ସାମନ୍ତ ନାମାଙ୍କନ ଦାଖଲ କରିଥିଲେ ।

LEAVE A REPLY

Please enter your comment!
Please enter your name here