ବାଲେଶ୍ଵର ଜିଲ୍ଲା ନୀଳଗିରୀ ଉପଖଣ୍ଡ ଚିକିତ୍ସାଳୟରେ ଥିବା ପୁଷ୍ଟିକର କେନ୍ଦ୍ର ଓ ନୀଳଗିରୀ ଥାନାରେ କାର‌୍ୟ୍ୟରତ କେତେକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ପୁଷ୍ଟି ସାଧନ କେନ୍ଦ୍ରର କାର‌୍ୟ୍ୟରତ ଦୁଇଜଣ କର୍ମଚାରୀଙ୍କର କରୋନା ପଜିଟିଭ ବାହାରିବା ପରେ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି, ତାଙ୍କ ସଂସ୍ପର୍ଶରେ ଆସି ଚିକିତ୍ସିତ ହେଉଥିବା ଲୋକମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି । ସେହିପରି ନୀଳଗିରୀ ଥାନା ର ଦୁଇଜଣ ପୋଲିସ ଅଧିକାରୀ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଥାନାର ଅନ୍ୟ କର୍ମଚାରୀ ମାନେ ଟେଷ୍ଟିଂ କରିଛନ୍ତି ।

LEAVE A REPLY

Please enter your comment!
Please enter your name here