ଜାତୀୟ ପାରା ଆଥଲେଟିକରେ ଓଡିଆ ଝିଅକୁ ସ୍ବର୍ଣ୍ଣ ପଦକ । ଟି – 47 ବର୍ଗର ଶହେ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଜୟନ୍ତୀ ବେହେରା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଜାତୀୟ ପାରା ଆଥଲେଟିକରେ ସ୍ବର୍ଣ୍ଣ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି । ଦେଶରୁ 1200 ଆଥଲେଟ୍ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ଆସନ୍ତା 31 ତାରିଖରେ 20 ତମ ପାରା ଅଲିମ୍ପିକ ଉଦଯାପିତ ହେବ ।

LEAVE A REPLY

Please enter your comment!
Please enter your name here