ମୋଦିଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲି, ନିଜ ରିପୋର୍ଟ କାର୍ଡ ପ୍ରଦାନ କଲି । ଭୁବନେଶ୍ୱରରେ ଟାଟା କ୍ୟାନ୍ସର ହସ୍ପିଟାଲ ପାଇଁ ଅନୁମତି ଦେଇଥିବାରୁ କୃତଜ୍ଞତା ଜଣାଇଲି । ଭୁବନେଶ୍ୱର ତଥା ରାଜ୍ୟର ୩୭୫ ଜନଔଷଧ କେନ୍ଦ୍ର ନେଇ ଆଲୋଚନା କଲି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ଆର୍ଶୀବାଦ ଭିକ୍ଷା କଲି ବୋଲି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

LEAVE A REPLY

Please enter your comment!
Please enter your name here