ବରଯାତ୍ରୀ ଗାଡି ଦୁର୍ଘଟଣା । ଦୁର୍ଘଟଣାରେ ୨ମୃତ ୧୦ ଆହତ । ରବିବାର କଳାହାଣ୍ଡି ଜିଲ୍ଲା ତୁଳାପଡା ନିକଟରେ ଟ୍ରକ ପଛପଟୁ ବରଯାତ୍ରୀ ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।  ବରଯାତ୍ରୀ ଗାଡିଟି ଭବାନି ପାଟଣାରୁ ଭଞ୍ଜନଗର ଯାଉଥିଲା । ଆହତଙ୍କୁ ଭବାନି ପାଟଣା ମେଡିକାଲରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ୪ ଜଣ ଗୁରୁତର ଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here