୫ଟି ରାଜ୍ୟର ନିର୍ବାଚନ ଫଳାଫଳରେ ବିଜେପିର ଶୋଚନୀୟ ପରାଜୟ ନେଇ ଆଶ୍ୱସ୍ତି ପ୍ରକାଶ କରିଛି ଆମ୍ ଆଦମୀ ପାର୍ଟି । ଆପ୍ ର ଯୁବ ନେତା ସୁବାଶିଷ ପଟ୍ଟନାୟକ କହିଛନ୍ତି, ବିଜେପିର ପରାଜୟ ଦେଶରେ ବିପନ୍ନ ଅବସ୍ଥାକୁ ଯାଉଥିବା ଗଣତନ୍ତ୍ରକୁ ବଞ୍ଚାଇବାରେ ସାହାର୍ଯ୍ୟ କରିଛି । ଆସନ୍ତା ସାଧାରଣ ନିର୍ବାଚନରେ ଓଡିଶାରେ ମଧ୍ୟ ଦୀର୍ଘ ୧୮ ବର୍ଷ ଧରି ଚାଲିଥିବା ବିଜେଡି ଶାସନର ପତନ ଘଟିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here