ଭୁବନେଶ୍ୱରରେ ଆସନ୍ତା ୨୯ରୁ ନଭେମ୍ବର ୫ ଯାଏ ଚାଲିବ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମହାସମାବେଶ । ଏହି ଆନ୍ଦୋଳନ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଚାଲିବ । ଏଥିରେ ଲକ୍ଷାଧିକ ସଂଖ୍ୟାରେ ଚାଷୀ ଯୋଗ ଦେବେ ବୋଲି ସଂଗଠନର ଆବାହକ ଅକ୍ଷୟ କୁମାର ପ୍ରକାଶ କରିଛନ୍ତି । କୃଷି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟବୃଦ୍ଧି, ପ୍ରତି ଚାଷୀ ପରିବାରକୁ ମାସିକ ସହାୟକ ଭତା ୫ହଜାର ଟଙ୍କା ଓ ସମ୍ମାନର ଦାବିକୁ ନେଇ ରାଜଧାନୀରେ ଏହି ମହାସମାବେଶ କରିବା ନେଇ ନିର୍ମାଣ କୃଷକ ସଂଘଠନ ନିଷ୍ପତି ନେଇଛି ।

LEAVE A REPLY

Please enter your comment!
Please enter your name here