Home News Odisha ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଗିରଫ ହେଲେ ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ NewsOdishaTrending News ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଗିରଫ ହେଲେ ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ By Takshak Bureau - September 3, 2018 285 0 Facebook Twitter Google+ Pinterest WhatsApp ସି-ସୋର ଚିଟଫଣ୍ଡ ଲିଙ୍କ୍ ରେ ସଂପୃକ୍ତ ଥିବା ଶୁଭଙ୍କର ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ଗିରଫ ହୋଇ ଜାମିନରେ ଆସିଥିବା ଶୁଭଙ୍କରଙ୍କ ବିରୋଧରେ ଆସିଛି ଆଉ ଏକ ଅଭିଯୋଗ । ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ପୁଅକୁ ମାଡ ମାରିଥିବା ଅଭିଯୋଗରେ ରବିବାର ରାତିରେ ଶୁଭଙ୍କରକୁ ଗିରଫ କରିଛି ପୋଲିସ । ମହିଳା ଜଣକ ଖାରବେଳ ନଗର ଥାନାରେ ଏତଲା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଶୁଭଙ୍କରଙ୍କୁ ଭୁବନେଶ୍ୱର ରେଳଷ୍ଟସନ ନିକଟରେ ଥିବା ଚନ୍ଦ୍ରମା ଆପାର୍ଟମେଣ୍ଟରେ ପହଂଚି ପଚରାଉଚରା କରିବା ସହ ତାଙ୍କୁ ଗିରଫ କରିଥିଲା । ୨୦୧୪ ନଭେମ୍ବର ୧୮ ତାରିଖରେ ସି-ସୋର ଚିଟଫଣ୍ଡ ଲିଙ୍କରେ ଶୁଭଙ୍କରକୁ ଗିରଫ କରିଥିଲା ସିବିଆଇ । ଗତ ୨୦୧୭ ଅଗଷ୍ଟ ୧ରେ ହାଇକୋର୍ଟରୁ ଜାମିନ ପାଇଥିଲେ ଶୁଭଙ୍କର । ବର୍ତ୍ତମାନ ଆସିଥିବା ଅଭିଯୋଗ କ୍ରମେ ଘଟଣାର ଯାଞ୍ଚ କରୁଛି ପୋଲିସ । RELATED ARTICLESMORE FROM AUTHOR News ଲାଞ୍ଚ ନେଇ ଧରାପଡ଼ିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୀତାକାନ୍ତ ରଣା National ନିଟ୍ ପେପର ଲିକ୍ ମାମଲା: ତ୍ୱରିତ ଶୁଣାଣିକୁ ସୁପ୍ରିମକୋର୍ଟର ନା Big Story ଆତଙ୍କବାଦୀ ଆକ୍ରମଣରେ କନଷ୍ଟେବଳ ସହିଦ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ Takshak Bureau - July 22, 2026 0 ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା... cw-check-https://test.com/ Takshak Bureau - July 21, 2026 0 cw-check https://test.com Coronavirus disease 2019 Takshak Bureau - July 21, 2026 0 COVID-19 is a contagious disease caused by the coronavirus SARS-CoV-2. In January 2020, the disease spread worldwide, resulting in the COVID-19 pandemic. The symptoms of...