ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ପରୀକ୍ଷା ଦର୍ପଣ । ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ପୁସ୍ତକ ପ୍ରସ୍ତୁତ କରାଯାଇଛି ଏବଂ 700 ପୃଷ୍ଟାର ଏହି ପୁସ୍ତକ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଦିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମାଟ୍ରିକ ପରୀକ୍ଷା ଦେବାକୁ ଥିବା 6 ଲକ୍ଷ 20 ହଜାର ପିଲାଙ୍କୁ ମାଗଣାରେ ଏହି ପୁସ୍ତକ ଯୋଗାଇ ଦିଆଯିବ । ଏହି ପୁସ୍ତକ ପିଲାଙ୍କୁ ପରୀକ୍ଷାରେ ସଫଳ ହେବାରେ ସାହାଯ୍ୟ କରିବ ।

LEAVE A REPLY

Please enter your comment!
Please enter your name here