ରାଜଧାନୀରୁ କଟୁରୀ ଗ୍ୟାଙ୍ଗ ଗିରଫ । ୫ଜଣ ଲୁଟେରାକୁ କାବୁ କଲା ଖଣ୍ଡଗୀରି ଥାନା ପୋଲିସ । ସେମାନଙ୍କ ଠାରୁ ୩୩ ହଜାର ଟଙ୍କା ଏବଂ ୫ଟି ବାଇକ୍ ଜବତ କରିଛି ପୋଲିସ । ଏହାସହିତ ମାରଣାସ୍ତ୍ର ଜବତ କରାଯାଇଛି । ରାସ୍ତାରେ ଏକୁଟିଆ ଯାଉଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ଲୋକଙ୍କୁ କଟୁରୀ ଦେଖାଇ ଲୁଟ କରୁଥିଲେ । ରାଜଧାନୀର ବିଭିନ୍ନ ଥାନାରେ ମାମଲା ରହିଛି ।

LEAVE A REPLY

Please enter your comment!
Please enter your name here