ରାଜ୍ୟ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ରଜ ଭେଟି ଦେଇଛନ୍ତି । ମହଙ୍ଗା ଭତ୍ତା ଚାରି ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ 38 ପ୍ରତିଶତରୁ 42 ପ୍ରତିଶତରେ ପହଞ୍ଚିଛି । ଏହି ବର୍ଦଧିତ ମହଙ୍ଗା ଭତ୍ତା ପିଚ୍ଛିଲା ଭାବେ ଜାନୁଆରୀ ପହଲିରାୁ ଲାଗୁ ହେବ ଏବଂ ଜୁନ ମାସରୁ ମିଳିବ । ଏହାଦ୍ବାରା ସାଢେ ସାତଲକ୍ଷ ସରକାରୀ କର୍ମଚାରୀ ଓ ପେନସନ ଉପଭୋକ୍ତା ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here