ଶିବରାତ୍ରି ଅବସରରେ ବଡ ଅଘଟଣ । ପାହାଡରୁ ପଥର ଖସି ୧୫ ଆହତ । ପାହାଡ ଉପରେ ଥିବା ମନ୍ଦିରରେ ଦର୍ଶନ ବେଳେ ପଥର ଖସିଲା । ହାତୀବାରି ଥାନା କନ୍ଦରକେଲା ଜଟିଆ ବାବା ପାହାଡରୁ ଖସିଲା ପଥର । ଶ୍ରଦ୍ଧାଳୁମାନେ ଯା ଆସ କଲା ବେଳେ ପାହାଡରୁ ଖସିଲା ପଥର । ୧୫ ଆହତଙ୍କ ମଧ୍ୟରୁ ୧୦ ଗୁରୁତ୍ତର । ରାଉରକେଲା ଆରଜିଏଚ୍ ସ୍ଥାନାନ୍ତର । ପଥର ଖସିବା ସ୍ଥଳରେ ଆଉ କିଛି ଭକ୍ତ ଫସି ରହିଥିବା ଆଶଙ୍କା । ଘଟଣା ସ୍ଥଳକୁ ଉଦ୍ଧାର ପାଇଁ ଗଲା ଅଗ୍ନିଶମ ବାହିନୀ । ପୋଲିସ ସହ ୬ଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳକୁ ଗଲା ।

LEAVE A REPLY

Please enter your comment!
Please enter your name here