ଡ୍ରଗ୍ସ ମାଫିଆ ସେକ ରାଜା ଘରେ ଅଚାନକ ଚଢ଼ାଉ କଲା ସ୍ପେସାଲ ଟାସ୍କ ଫୋସ | ବାଲେଶ୍ୱର ଅରଡ ବଜାର ଗଳାପୋଲ ଘର ଉପରେ ସଦଳବଳେ ଚଢ଼ାଉ କରିଛି STF | ୫ ଜଣିଆ ସଶସ୍ତ୍ର ଟିମ ସେକ ରାଜା ଘର ଉପରେ ଚଢ଼ାଉ କରିଥିଲେ | ଡ୍ରଗ୍ସ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ଲକ୍ଷ୍ୟରେ ୫ ଜଣିଆ ସଶସ୍ତ୍ର ଟିମ ଅତର୍କିତ ଭାବେ ଚଢ଼ାଉ କରିଥିଲେ | ସେକର ପରିବାର ଲୋକଙ୍କୁ ପଚାର ଉଚରା କରିବା ସହ ଘରର ବିଭିନ ସ୍ଥାନରେ ଯାଞ୍ଚ କରିଛି | ନିକଟରେ ପୋଲିସ ଡ୍ରଗ୍ସ ମାଫିଆ ସେକ ରାଜାକୁ ଗିରଫ କରିଥିଲା |

LEAVE A REPLY

Please enter your comment!
Please enter your name here