ଓଡିଶା ଗସ୍ତରେ ଆସିଛନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ | ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଆଜି ଓଡିଶା ଗସ୍ତରେ ଆସିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ | ସେ ପ୍ରଥମେ ଭୁବନେଶ୍ୱରରେ ପହଁଚିବା ପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ପ୍ରାୟ ୨୦ ମିନିଟ ଧରି ପ୍ରଭୁଙ୍କ ଦର୍ଶନ କରିବା ସହ, ମନ୍ଦିର ବୁଲି ପରିଦର୍ଶନ କରିଥିଲେ | ଏହି ଅବସରରେ ଗଣମାଧ୍ୟମକୁ ସେ ପ୍ରତିକ୍ରିୟା ଦେଇଛନ୍ତି | ଦୁଇ ରାଜ୍ୟ ମଧ୍ୟରେ ପୋଲାଭରମ ପ୍ରକଳ୍ପକୁ ନେଇ ଚାଲିଥିବା ବିବାଦର ସମାଧନ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି |ବିଜେପିର ଜଣେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ|

LEAVE A REPLY

Please enter your comment!
Please enter your name here