ରାଉରକେଲାର ସୋଏସ ଅଫତାବ ହୋଇଛନ୍ତି ନିଟ୍ ପ୍ରବେଶିକା ପରୀକ୍ଷାର ଟପ୍ପର । ୭୨୦ରୁ ୭୨୦ ମାର୍କ ରଖି ସେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସରେ ଟପ୍ପର ହେବାରେ ସୋଏବ ହେଉଛନ୍ତି ଓଡିଶାର ପ୍ରଥମ ଛାତ୍ର । ସୋଏବ ଓଡିଆ ନହେଲେ ମଧ୍ୟ ଓଡିଶାର । ପାଠପଢା ପାଇଁ ମାଙ୍କ ସହ ରାଜସ୍ଥାନ କୋଟାରେ ସେ ରହୁଛନ୍ତି । ସେଠାରେ ଏକ କୋଚିଂ ସେଣ୍ଟରରେ ନାମ ଲେଖାଇ ଏହି ନିଟ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ ।

LEAVE A REPLY

Please enter your comment!
Please enter your name here