ଆରପାରିରେ ଭେଟେରାନ ଅଭିନେତା ପ୍ରିୟ ସୁନ୍ଦର ମିଶ୍ର । ଆଜି ସକାଳେ ହାର୍ଟ ଆଟାକରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ପ୍ରିୟ ସୁନ୍ଦର ମିଶ୍ର । ଫିଲ୍ମ ‘କ୍ରାନ୍ତିଧାରା’ ‘ପ୍ରାୟଶ୍ଚିତ’ ଏମିତି ଅନେକ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ ଖୁବ୍ ଛୁଇଁଥିଲା ।

LEAVE A REPLY

Please enter your comment!
Please enter your name here