୧୦୫ ପୌରାଞ୍ଚଳ ୩ ମହାନଗର ନିଗମରେ ନିର୍ବାଚନ ହୋଇଥିଲା । ଆସିଲା ସମସ୍ତ ୧୦୫ ମ୍ୟୁନସିପାଲଟି , ଏନଏସିର ଫଳାଫଳ । ବିଜେଡି ୭୩ ଟି ଅଧ୍ୟକ୍ଷ ଆସନ ହାତେଇଥିବାବେଳେ ବିଜେପି ୧୬, କଂଗ୍ରେସ ୭ ଏବଂ ଅନ୍ୟାନ୍ୟ ଦଳ ୯ଟି ଆସନ ହାତେଇଥିବା ସୂଚନା ମିଳିଛି ।

ପୌରାଧ୍ୟକ୍ଷ-କୋରାପୁଟ
କୋଟପାଡରେ କଂଗ୍ରେସର ଏମ୍‌.ଶଙ୍କର ରାଓ ବିଜୟୀ
କୋରାପୁଟରେ ବିଜେଡିର ଲଲାଟ ରଞ୍ଜନ ସେଠୀ ବିଜୟୀ
ସୁନାବେଡାରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ପାତ୍ର ବିଜୟୀ

ପୌରାଧ୍ୟକ୍ଷ-ମାଲକାନଗିରି
ବାଲିମେଳାରେ ବିଜେପିର ପ୍ରଦୀପ ନାଏକ ବିଜୟୀ
ମାଲକାନଗିରିରେ ବିଜେଡିର ମନୋଜ ବାରିକ ବିଜୟୀ

ପୌରାଧ୍ୟକ୍ଷ- ମୟୂରଭଞ୍ଚ
କରଞ୍ଜିଆରେ ବିଜେଡିର ପପି ପୃଷ୍ଟି ବିଜୟୀ
ରାଇରଙ୍ଗପୁର ମ୍ୟୁନସିପାଲଟିରେ ବିଜେଡି ପ୍ରାର୍ଥୀ ଅଭିଷେକ ପଟ୍ଟନାୟକ ବିଜୟୀ
ଉଦଳାରେ ବିଜେପିର ପ୍ରମିଳା ପଣ୍ଡା ବିଜୟୀ

ପୌରାଧ୍ୟକ୍ଷ- ନୟାଗଡ
ନୟାଗଡ ମ୍ୟୁନିସପାଲଟି – ନିରୁପମା ଖଟେଇ – ବିଜେଡି
ଖଣ୍ଡପଡା – ଆରତୀ ପ୍ରଧାନ – ସ୍ବାଧୀନ
ରଣପୁର – ରଙ୍ଗୀନ ମହାନ୍ତି – ବିଜେଡି

ପୌରାଧ୍ୟକ୍ଷ-ପୁରୀ
କୋଣାର୍କ ଏନଏସି-ବିଜେଡି-ସଂଯୁକ୍ତା ତ୍ରିପାଠୀ
ନିମାପଡା-ବିଜେଡି ସସ୍ମିତା ସାହୁ
ପିପିଲି-ବିଜେଡି-ସେକ୍ ବାବୁ

ପୌରାଧ୍ୟକ୍ଷ- ନବରଙ୍ଗପୁର
ନବରଙ୍ଗପୁରରେ ବିଜେପିର କୁନୁ ନାୟକ ବିଜୟୀ
ଉମରକୋଟରେ ବିଜେଡିର ରାଧା ଭତ୍ରା ବିଜୟୀ

ପୌରାଧ୍ୟକ୍ଷ- ନୂଆପଡା
ନୂଆପଡା ଏନଏସିରେ-ସ୍ୱାଧୀନପ୍ରାର୍ଥୀ ମହମ୍ମଦ ଆଦମ
ଖରିଆର ରୋଡରେ-ବିଜେପିର ସୋନିଆ ଜୈନ
ଖଡିଆଳରେ-କଂଗ୍ରେସ ଉଜ୍ୱଳ ଗୁପ୍ତା

ପୌରାଧ୍ୟକ୍ଷ- ରାୟଗଡା
ଗୁଡାରୀରେ-ବିଜେଡି- ଶର୍ମିଷ୍ଠା ଶବର
ଗୁଣୁପର ଏନଏସି-ସ୍ୱାଧୀନ ପ୍ରାର୍ଥୀ-ମମତା ଗୌଡ
ରାୟଗଡା-ବିଜେଡି-ମହେଶ ପଟ୍ଟନାୟକ

ପୌରାଧ୍ୟକ୍ଷ- ସମ୍ବଲପୁର
କୁଚିଣ୍ଡା-ବିଜେଡି-ପ୍ରଦ୍ୟୁତ କୁମାର ମହାନ୍ତି
ରେଢାଖୋଲ-ବିଜେପି-ଶିବରାମ ସାହୁ

ପୌରାଧ୍ୟକ୍ଷ-ସୁବର୍ଣ୍ଣପୁର
ସୋନପୁର-ବିଜେଡି-ତାମସୀ ତାମସ୍ମିତା ନାୟକ
ବିନିକା-ବିଜେଡି-ସୁବାସ ଭୋଇ
ତରଭା-ବିଜେଡି-ବନ୍ଦିତା ନାୟକ

ପୌରାଧ୍ୟକ୍ଷ – ସୁନ୍ଦରଗଡ
ସୁନ୍ଦରଗଡ – ତନୟା ମିଶ୍ର – ବିଜେପି
ବୀରମିତ୍ରପୁର – ସନ୍ଦିପ ମିଶ୍ର – ବିଜେଡି
ରାଇରଙ୍ଗପୁର – ମାଧୁରୀ ଲୁଗୁନ – ବିଜେଡି

ପୌରାଧ୍ୟକ୍ଷ – ଅନୁଗୁଳ
ତାଳଚେର – ପବିତ୍ର ଭୂତିଆ – ବିଜେଡି
ଅନୁଗୁଳ – ଦିଲ୍ଲୀପ ପ୍ରଧାନ – ବିଜେପି
ଆଠମଲ୍ଲିକ – ଆଶାକୁମାରୀ – ବିଜେଡି

ପୌରାଧ୍ୟକ୍ଷ – ବଲାଙ୍ଗୀର
ବଲାଙ୍ଗୀର ମ୍ୟୁନିସପାଲଟି – ଲିକା ସାହୁ – ବିଜେଡି
ତୁଷୁରା – ଅଜୟ ଜୟସ୍ବାଲ – ବିଜେଡି
କଣ୍ଟାବାଞ୍ଝି – ବରିୟାନ ସିଂ ସାଲୁଜା- କଂଗ୍ରେସ
ଟିଟିଲାଗଡ – ମମିତା ଜୈନ – ବିଜେପି
ପାଟଣାଗଡ – ମାନସୀ ବିଶ୍ବାଳ – ବିଜେଡି

ବାଲେଶ୍ବର
ବାଲେଶ୍ବର – ସବିତା ସାହୁ – ବିଜେଡି
ସୋରୋ – ମାଧବ ଧଡା – ବିଜେପି
ଜଳେଶ୍ବର – ପ୍ରତୀପ ପ୍ରଧାନ – ବିଜେଡି
ରେମୁଣା – ତନୁଜା ଗିରି – ବିଜେଡି
ନୀଳଗିରି – ଅମ୍ବିକା ଦାସ – ବିଜେଡି

ବରଗଡ
ବରଗଡ ମ୍ୟୁନିସପାଲଟି – କଳ୍ପନା ମାଝୀ – ବିଜେଡି
ବିଜେପୁର – ସୀତା ବାରିକ – ବିଜେଡି
ପଦମପୁର – ସାବିତ୍ରୀ ବାଗ୍ – ବିଜେଡି
ବରପାଲି – ଦୀନେଶ ଗହିର – ସ୍ବାଧୀନ

ଭଦ୍ରକ
ବାସୁଦେବପୁର – ନିବେଦିତା ବେହେରା – ବିଜେଡି
ଚାନ୍ଦବାଲି – ଶାନ୍ତିଲତା ସେଠୀ – ବିଜେଡି
ଭଦ୍ରକ – ଗୁଲମାକି ଦଲଓ୍ୱାଡି – ସ୍ବାଧୀନ

ବୌଦ୍ଧ
ବୌଦ୍ଧ ଏନଏସି – ମୃତ୍ୟୁଞ୍ଜୟ ମିଶ୍ର – ବିଜେଡି

କଟକ –
ଆଠଗଡ – ସସ୍ମିତା ରାଉତ – ବିଜେଡି
ବାଙ୍କୀ – ମାଣିକ ସାହୁ – ବିଜେଡି
ଚୌଦ୍ବାର – ମାନସୀ ସ୍ବର୍ଣ୍ଣପ୍ରଭା ସାମଲ – ବିଜେଡି

ଦେବଗଡ
ଦେବଗଡ – ଶାନ୍ତିମଂଜରୀ ଦେଇ – ବିଜେଡି

ଢେଙ୍କାନାଳ
ଢେଙ୍କାନାଳ – ଜୟନ୍ତୀ ପାତ୍ର – ବିଜେପି
ଭୂବନ – ଶୁଭେନ୍ଦୁ ସାହୁ – ବିଜେଡି
କାମାକ୍ଷାନଗର – ଧର୍ମାନନ୍ଦ ପରିଡା – ବିଜେଡି

ଗଜପତି
କାଶୀନଗର – ଏନ. ସୁଧାରାଣୀ – ବିଜେଡି
ପାରଳାଖେମୁଣ୍ଡି – ନିର୍ମଳା ସେଠୀ – ବିଜେଡି

LEAVE A REPLY

Please enter your comment!
Please enter your name here