କଂଗ୍ରେସରେ ଯୋଗ ଦେଇଛନ୍ତି ଅଖିଳ ଭାରତ ହିନ୍ଦୁୁ ମହାସଂଘର ରାଜ୍ୟ ସମ୍ପାଦକ ସୁମନ୍ତ କୁମାର ସ୍ୱାଇଁ, ଓଡିଶା ରାଜ୍ୟ ଗାଡି ଚାଳକ ଶ୍ରମିକ ମହାସଂଘର କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା ଏବଂ ଢେଙ୍କାନାଳ ପର୍ଜଙ୍ଗର ବିଜେପି ନେତା ନିରାକାର ପ୍ରଧାନ । କଂଗ୍ରେସ ଭବନରେ ଆୟୋଜିତ ଏକ ସଭାରେ ଏହି ୩ ନେତା ସେମାନଙ୍କ ସମର୍ଥକଙ୍କ ସହ ଦଳରେ ଯୋଗ ଦେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳରେ ଯୋଗ ଦେଇଥିବା ନେତାମାନଙ୍କୁ ସ୍ୱାଗତ କରିବା ସହ ତୃଣମୂଳ ସ୍ତରରେ କଂଗ୍ରେସ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here