ବିଜେପିର ଷଷ୍ଠବାର୍ଷିକ କାର୍ଯ୍ୟକାରିଣି ବୈଠକ ଜଗତସିଂହପୁର ଜିଲ୍ଲା ସ୍ଥାନୀୟ ସାରଦା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି କିପରି ଶକ୍ତିଶାଳୀ ହେବ ସେନେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ଏହି ବୈଠକରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ନିମାପଡାର ପୂବର୍ତନ ବିଧାୟକ ବାଇଧର ମଲ୍ଲିକ, ପ୍ରତାପ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ.