ଜିମ୍ବାଓ୍ବେକୁ 71 ରନରେ ହରାଇଲା ଭାରତ । ଭାରତର 186 ରନ୍ ଜବାବରେ ଜିମ୍ବାଓ୍ବେ 115 ରନରେ ଅଲଆଉଟ । 8 ପଏଣ୍ଟ ସହ ଭାରତ ଗୃପ୍ ଟପ୍ପର ହୋଇଥିବା ବେଳେ ପାକିସ୍ତାନ 6 ପଏଣ୍ଟ ସହ ଗୃପର ଦ୍ବିତୀୟ ସ୍ଥାନରେ ରହିଛି ।
10 ତାରିଖରେ ଦ୍ବିତୀୟ ସେମିରେ ଇଂଲଣ୍ଡକୁ ଭାରତକୁ ଭେଟିବ । ସେହିପରି ପାକିସ୍ତାନ 9 ତାରିଖରେ ନ୍ୟୁଜିଲାଣ୍ଡକୁ ଭେଟିବ ।

13 ତାରିଖରେ ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ ।

LEAVE A REPLY

Please enter your comment!
Please enter your name here