ବିଶ୍ୱକପ ପାଇଁ ଇଂଲଣ୍ଡ ଗ୍ରସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା । ଟିମ୍ ଇଣ୍ଡିଆର ଓପନର ଶିଖର ଧାୱନ ଆହାତ । ତିିନି ସପ୍ତାହ ପାଇଁ କ୍ରିକେଟ ଖେଳିବେନି ଟିମ୍ ଇଣ୍ଡିଆର ଏହି ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶିଖରଙ୍କ ହାତରେ ଆହାତ ଲାଗିଥିଲା । ଆଜି ତାଙ୍କର ସ୍କାନ ପରେ ତିନି ସପ୍ତାହ ପାଇଁ ଖେଳି ପାରିବେନି ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଦମଦାର ଶତକ ହାସଲ କରିଥିଲେ ଶିଖର । ଅଷ୍ଟ୍ରେଲିଆ ପ୍ରେସ୍ ବୋଲର ନାଥନ କୁଲ୍ଟରନାୟଲଙ୍କ ବଲ୍ରେ ଆହାତ ହୋଇଥିଲେ ଧାୱନ ।

LEAVE A REPLY

Please enter your comment!
Please enter your name here