ପ୍ରବଳ ଖରାରେ ଦେଶବ୍ୟାପୀ ହନ୍ତସନ୍ତ ହେଉଛନ୍ତି । ଅନେକ ରାଜ୍ୟରେ ୪୬ ଡିଗ୍ରୀ ପାର୍ କରୁଛି ତାପାମାତ୍ରା । ଦେଶର ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା । ଏହା ପୂର୍ବରୁ ୧୮ ଏପ୍ରିଲ ୨୦୧୦ରେ ଦିଲ୍ଲୀରେ ରହିଥିଲା ୪୩.୭ ଡିଗ୍ରୀ ତାପମାତ୍ରା । ପାଣିପାଗ ବିଭାଗ ଶନିବାର ପାଇଁ ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ପାିଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି । ସେହିପରି ଉତ୍ତରପ୍ରଦେଶ ବାନ୍ଦାରେ ଶୁକ୍ରବାର ୪୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here