ଦ୍ୱିତୀୟ ଟି-୨୦ରେ ବିରାଟ ବାହିନୀର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଲା ବିରାଟ ବାହିନୀ । ୪ ୱିକେଟରେ ଟାର୍ଗେଟ ରହିଥିବା ୧୯୫ ରନ୍ ହାସଲ କରିଛି ଭାରତ । ଧୱନଙ୍କ ଧୁଆଁଧାର ୫୨ ରନ୍ । କୋହଲିଙ୍କର ୪୦ ରନ୍ , ପାଣ୍ଡିଆନଙ୍‌କ ୪୨ ରନ୍ ବଳରେ ଭାରତ ମ୍ୟାଚକୁ ହାସଲ କରିଛି । ଦିନିକିଆର ବଦଲା ଟି-୨୦ରେ ନେଇଛି ବିରାଟ ବିଗ୍ରେଡ ।

LEAVE A REPLY

Please enter your comment!
Please enter your name here