ଆସନ୍ତା ଅକ୍ଟୋବର ୨୪ରେ ହେବ ଭାରତ-ପାକିସ୍ତାନ କ୍ରିକେଟ ମୁକାବିଲା । ଟି-ଟ୍ୱେଣ୍ଟି ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ । ଉଭୟ ଦଳ ଗୋଟିଏ ଗ୍ରୁଫରେ ଥିବାରୁ ମୁହାଁମୁହିଁ ହେବେ । ଅକ୍ଟୋବର ୧୭ରୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ବିଶ୍ୱକପ କ୍ରିକେଟ । ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଯାଏ ଚାଲିବ ବିଶ୍ୱକପ ।

LEAVE A REPLY

Please enter your comment!
Please enter your name here