ଭାରତ ଆସିବ ମଡର୍ଣ୍ଣା ଟିକା । କୋଭିଡ ପ୍ରତିଷେଧକ ପାଇଁ ମଡର୍ଣ୍ଣା ଟିକା ଆମଦାନୀ ପାଇଁ ସିପଲା କଂପାନୀକୁ ଅନୁମତି ଦେଇଛି ଡିସିଜିଆଇ । ବିଶ୍ବସ୍ବାସ୍ଥ୍ୟ ସଂଗଠନ ମଡର୍ଣ୍ଣା ଟିକାକୁ 18 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଦେବା ପାଇଁ ଅନୁମୋଦନ କରିଛି । ମଡର୍ଣ୍ଣା ଟିକା 94.1 ପ୍ରତିଶତ ଫଳପ୍ରଦ ହେଉଥିବା ହୁ କହିଛି । ସେହିପରି ଫାଇଜର ମଧ୍ୟ ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଫାଇଜର କଂପାନୀ ସିଇଓ ଆଲବର୍ଟ ବୁର୍ଲା ।

LEAVE A REPLY

Please enter your comment!
Please enter your name here