କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କରିଛି ସେରମ୍ ଇନଷ୍ଟିଚ୍ୟୁଟ । ରାଜ୍ୟ ସରକାରଙ୍କ ପାଇଁ ଡୋଜ୍ ପିଚ୍ଛା ଚାରିଶହ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଘରୋଇ ହସପିଟାଲ ପାଇଁ ଛ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ଖୋଲାବଜାରରେ ଟିକା ଉପଲବ୍ଧ ପାଇଁ ଏବଂ ଟିକାକରଣକୁ ଅଧିକ ବ୍ୟାପକ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଆସନ୍ତା ମେ 1 ତାରିଖରୁ 18 ବର୍ଷରୁ ଅଧିକ ବୟସର ଲୋକ ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here