ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଦେଶରେ ବିବାଦ ଚାଲିଛି । ବକ୍ସ ଅଫିସରେ ଦମଦାର କଲେକ୍ସନ କରୁଛି ଏହି ଫିଲ୍ମ । କିନ୍ତୁ ଏବେ ଏହି ଫିଲ୍ମ ଅନଲାଇନରେ ଲିକ୍ ହେବାରେ ଲାଗିଛି । ଦର୍ଶକ ଏହାକୁ ଖୁବ୍ ସହଜରେ ଡାଉନଲୋଡ କରି ଦେଖିପାରୁଛନ୍ତି । ଏହି ଫିଲ୍ମର ଫାଇଲ ମେସେଜିଂ ଆପ୍ ଟେଲିଗ୍ରାମରେ ମଧ୍ୟ ଉପଲବ୍ଧ ରହୁଛି । ଏହାବ୍ୟତୀତ ଅନେକ ୱେବସାଇଟ୍ ରେ ମଧ୍ୟ ଅପଲୋଡ କରାଯାଇଛି ।
ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ର ଦୁଇଟି ସାଇଜ୍ ଲିକ୍ ହେଉଛି । ଗୋଟିଏ ଫାଇଲର ସାଇଜ୍ ୫୧୨ ଏମବି । ଏହି ସାଇଜ୍ ୪୮୦ ପି ରିଜୋଲ୍ୟୁସନ ରହିଛି ।
ଏବଂ ଆଉ ଗୋଟିଏ ଫାଇଲର ସାଇଜ୍ ୧.୪ ଜିବି ରହୁଛି । ଏହାର କ୍ୱାଲିଟି ୪୮୦ ପି ରୁ ଅଧିକ ଅଛି ।

LEAVE A REPLY

Please enter your comment!
Please enter your name here